spot_img

ଆଜିଠାରୁ ପବିତ୍ର କାର୍ତ୍ତିକ ବ୍ରତ

ପୁରୀ: ଆଜିଠାରୁ ଆରମ୍ଭ ହୋଇଛି ପବିତ୍ର କାର୍ତ୍ତିକ ବ୍ରତ । ହେଲେ ପବିତ୍ର କାର୍ତ୍ତିକ ବ୍ରତରେ ଆଜି ଭକ୍ତ ଶୂନ୍ୟ ହୋଇପଡ଼ିଛି ଶ୍ରୀମନ୍ଦିର । କରୋନା କଟକଣା ପାଇଁ ହବିଷ୍ୟାଳୀଙ୍କୁ ପୁରୀ ଯିବାକୁ ପୂର୍ବରୁ ବାରଣ କରିଛି ପ୍ରଶାସନ । କାର୍ତ୍ତିକ ବ୍ରତ ଆରମ୍ଭ ହେଉଥିବାର ସିଂହଦ୍ୱାର ସମ୍ମୁଖରେ ବ୍ୟାରିକେଡ଼ କରାଯାଇଛି । ସେହିଭଳି ମହାପ୍ରସାଦ ପାଇଁ ଉତର ଓ ଦକ୍ଷିଣ ଦ୍ୱାରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ହବିଷ୍ୟାଳୀମାନେ ଶ୍ରୀମନ୍ଦିର ଚତୁଃପାଶ୍ୱର୍ର ପ୍ରଦକ୍ଷଣ କରିପାରିବେ ସେନେଇ ଜିଲ୍ଲାପ୍ରଶାସନ ବ୍ୟବସ୍ଥା କରିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular