ଭୁବନେଶ୍ୱର:କରୋନା ପାଇଁ ରାଜଧାନୀରେ ‘ମୋ ବସ୍’ ସେବା ପ୍ରଭାବିତ ହୋଇଥିବାବେଳେ ନଭେମ୍ବର ୨ରୁ ଅଧିକ ବସ ଚଲାଇବାକୁ କ୍ରୁଟ ନିଷ୍ପତ୍ତି ନେଇଛି । ତେଣୁ ପୂର୍ବ ସମୟ ଧାର୍ଯ୍ୟ ଅନୁଯାୟୀ ବସ ଚାଲିବ । ଏବେ ଯେଉଁ ସବୁ ରୁଟରେ ବସ ଚାଲୁଛି ସେଥିରେ ଅଧିକ ଯାତ୍ରୀ ହେଉଥିବାରୁ ଆଉ ୧୭ଟି ରୁଟରେ ବସ ଚଲାଇବାକୁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0