spot_img

୨୨ କୁ ଘୁଞ୍ଚିଲା ସ୍କୁଲ ଫି’ ଶୁଶାଣି ମାମଲା

ଭୁବନେଶ୍ୱର: ହାଇକୋର୍ଟରେ ସ୍କୁଲ ଫି, ଛାଡ ମାମଲାର ଶୁଣାଣି ଘୁଞ୍ଚିଲା । ଆସନ୍ତା ୨୨ ତାରିଖରେ ପରବର୍ତ୍ତୀ ଶୁଣାଣି ନେଇ ଦିନ ଧାର୍ଯ୍ୟ କରିଛନ୍ତି ହାଇକୋର୍ଟ । ପୂର୍ବରୁ ଆପୋସ ଆଲୋଚନା କରି ଫି ନିର୍ଦ୍ଧାରଣ କରିବାକୁ କହିଥିଲେ ହାଇକୋର୍ଟ । ପରେ ଏହି ଆଲୋଚନାର ନିର୍ଯ୍ୟାସ କୋର୍ଟରେ ଜଣାଇବାକୁ ନିଦେ୍ର୍ଦଶ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular