ଭୁବନେଶ୍ୱର: ୨୫କୁ ଘୁଞ୍ଚିଲା ମନ୍ଦିର ଖୋଲିବା ମାମଲା । ହାଇକୋର୍ଟରେ ସମସ୍ତ ଧର୍ମାନୁଷ୍ଠାନ ଖୋଲିବା ମାମଲା ପ୍ରସଙ୍ଗ ଉପରେ ଆଲୋଚନା କରିବା ପରେ ଶୁଶାଣିକୁ ସେପ୍ଟେମ୍ବର ୨୫ ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ସମସ୍ତ ପକ୍ଷଙ୍କୁ ଜବାବ ରଖିବାକୁ ନୋଟିସ୍ କରିଛନ୍ତି ହାଇକୋର୍ଟ । ସମସ୍ତ ପକ୍ଷ ପରେ ଆସନ୍ତା ୨୫ ତାରିଖରେ ପରବର୍ତ୍ତୀ ଶୁଣାଣି ନେଇ ଦିନ ଧାର୍ଯ୍ୟ କରିଛନ୍ତି ହାଇକୋର୍ଟ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0