spot_img

ମନ୍ତ୍ରୀ ସୁଶାନ୍ତ ସିଂହଙ୍କୁ କରୋନା

ଭୁବନେଶ୍ୱର: ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହ କରୋନା ଆକ୍ରାନ୍ତ ହୋଇଛନ୍ତି । ଏନେଇ ସେ ଟ୍ୱିଟ କରି ସୂଚନା ଦେଇଛନ୍ତି । ସେ କହିଛନ୍ତି ମୋ ରିପୋର୍ଟ ପଜିଟିଭ ବାହାରିଛି । ମୁଁ ସୁସ୍ଥ ଅଛି । ନିକଟରେ ଯେଉଁମାନେ ମୋ ସଂପର୍କରେ ଆସିଥିଲେ ଆଇସୋଲେସନରେ ରହି ଟେଷ୍ଟ କରାଇ ନିଅନ୍ତୁ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular