spot_img

ଆଜି ବ୍ୟବସାୟିକ ସଂଘ ପକ୍ଷରୁ ଭାରତ ବନ୍ଦ ଡାକରା

କେନ୍ଦ୍ରାପଡା: ଆଜି ବ୍ୟବସାୟିକ ସଂଘ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି । ଏହି ଭାରତ ବନ୍ଦ ଡାକରାରେ ରାଜକନିକାର ବିଭିନ୍ନ ବ୍ୟବସାୟୀ ନିଜର ଅନୁଷ୍ଠାନ ବନ୍ଦ ରଖିଛନ୍ତି । କେନ୍ଦ୍ର ସରକାରଙ୍କ ନୂଆ ଜିଏସଟି ନିୟମକୁ ବିରୋଧ କରି ହଜାର ହଜାର ବ୍ୟବସାୟୀ ବନ୍ଦ ପାଳନର ଡାକରା ଦେଇଛନ୍ତି । ତେବେ ରାଜକନିକା, ଓଲାଭର, କଣ୍ଡିଆହାଟ, ଜୟନଗର, କାଟଣା ଓ ଅଶୋକ ବଜାର ଆଦି ବନ୍ଦ ରହିଥିବା ବେଳେ ଜରୁରୀ କାଳୀନ ସେବାର ବ୍ୟବସ୍ଥା ରହିଛି । ଏବଂ ଅଖ ଚକ ଆଶିଂକ ବନ୍ଦ ରହିଥିବାର ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular