ନୂଆଦିଲ୍ଲୀ: ଫୋର୍ବସ ପକ୍ଷରୁ ପ୍ରକାଶିତ ବିଶ୍ୱର ୧୦୦ ପ୍ରଭାବଶାଳୀ ମହିଳାଙ୍କ ତାଲିକାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ବାୟୋକନର ପ୍ରତିଷ୍ଠାତା କିରନ ମଜୁମଦାର ସ ଏବଂ ଏଚସିଏଲ ଟେକ୍ନୋଲୋଜିର ସିଇଓ ରୋଶନୀ ନାଦାର ମାଲହୋତ୍ରା ସାମିଲ ହୋଇଛନ୍ତି । ତାଲିକାର ପ୍ରଥମ ସ୍ଥାନରେ ଲଗାତାର ୧୦ ବର୍ଷ ଲାଗି ଜର୍ମାନୀର ଚାନସେଲର ଆଞ୍ଜେଲା ମାର୍କେଲ ରହିଛନ୍ତି । ତାଲିକାରେ ସ୍ଥାନିତ ହୋଇଥିବା ପ୍ରଭାବଶାଳୀ ମହିଳାଙ୍କ ମଧ୍ୟରେ ୧୦ ଜଣ ରାଷ୍ଟ୍ର ମୁଖ୍ୟ, ୩୮ ଜଣ ସିଇଓ, ୫ ଜଣ ଏଣ୍ଟଟେନର ରହିଛନ୍ତି । ସୀତାରାମନ ୪୧ ତମ ସ୍ଥାନରେ ରହିଥିବା ବେଳେ ୫୫ ତମ ସ୍ଥାନରେ ରୋଶନୀ ନାଦାର ରହିଛନ୍ତି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0