spot_img

 ଏଣିକି ଆରଟିଓରେ ହେବନାହିଁ ଗହଳି

ଭୁବନେଶ୍ବର: ଦୀର୍ଘ ସମୟ ଧରି ଅପେକ୍ଷା କରିବେନି ସାଧାରଣ ଲୋକେ ଲୋକଙ୍କୁ ସୁବିଧାରେ ସେବା ଯୋଗାଇବା ପାଇଁ ଲାଗୁ ହେବ ସ୍ମାର୍ଟ କ୍ୟୁ ପରିଚାଳନା ବ୍ୟବସ୍ଥା ଏନେଇ ରାଜ୍ୟ ପରିବହନ ପ୍ରାଧିକରଣ ବା ଏସଟିଏ ସହ ଏନଏସଆଇସି ମଧ୍ୟରେ ଏମଓୟୁ ସ୍ବାକ୍ଷରିତ ହୋଇଛି

ଏହି ପକ୍ରିୟା କାର୍ଯ୍ୟକ୍ଷମ ହେଲେ ଅନଲାଇନ୍ପୋର୍ଟାଲରେ ସ୍ଲଟ ବୁକ୍କରିହେବ ଡ୍ରାଇଭିଂ ଲାଇସେନ୍ କିମ୍ବା ଗାଡ଼ି କାଗଜପତ୍ର ଭଳି ଯେକୌଣସି କାର୍ଯ୍ୟ ପାଇଁ ଟୋକନ୍ ଦିଆଯିବ ଟୋକନ୍ ମିଳିବା ପରେ କେଉଁ ସମୟରେ କାର୍ଯ୍ୟ ଆରମ୍ଭ ହେବ ସେନେଇ ମୋବାଇଲ୍କୁ ମେସେଜ ଆସିବ ଫଳରେ ଲୋକଙ୍କୁ ଧାଡ଼ିରେ ଦୀର୍ଘ ସମୟ ଧରି ଅପେକ୍ଷା କରିବାକୁ ପଡ଼ିବ ନାହିଁ

ପ୍ରଥମ ପର୍ଯ୍ୟାୟରେ ଅନୁଗୁଳ, ବାଲେଶ୍ବର, ଭଦ୍ରକ, ଭୁବନେଶ୍ବର, କଟକ, ଗଞ୍ଜାମ, ପୁରୀରେ ଏହାକୁ ଲାଗୁ କରାଯିବ। ଏଥିପାଇଁ .୧୮କୋଟି ଟଙ୍କା ଖର୍ଚ୍ଚ ହେବା ନେଇ ଆକଳନ କରାଯାଇଛି ରାଜ୍ୟ ସରକାରଙ୍କ ଫାଇଭ୍ଟି ପଲିସି ଅଧୀନରେ ଆରଟିଓରେ ଗୁଣାତ୍ମକ ସେବା ପ୍ରଦାନ ପାଇଁ ଲକ୍ଷ୍ୟ ରଖିଛି ଏସଟିଏ

LEAVE A REPLY

Please enter your comment!
Please enter your name here

- Advertisment -

Most Popular