ଭୁବନେଶ୍ୱର : ସୁଧାଂଶୁ ଶେଖର ଦାସ ନାମକ ମାଛ ବ୍ୟବସାୟୀଙ୍କ ମୋପେଡରୁ ବାହାରିଲା ନାଗ ସାପ । ଭୁବନେଶ୍ୱର ଉପକଣ୍ଠରେ ବାଳକାଟି ନିକଟସ୍ଥ ସରକଣା ଗାଁରରେ ଘଟିଛି ଏପରି ଘଟଣା । ମୋପେଡରେ ନାଗ ସାପ ପଶିଯାଇଥିବା ଜାଣିବା ପରେ ସୁଧାଂଶୁ ଶେଖର ଦାସ ନାମକ ମାଛ ବ୍ୟବସାୟୀ ସ୍ନେକ ହେଲ୍ପ ଲାଇନ ସଦସ୍ୟଙ୍କୁ ଯୋଗାଯୋଗ କରିଥିଲେ । ଶେଷରେ ସ୍ନେକ ହେଲପ ଲାଇନ ସଦସ୍ୟ ବିରଞ୍ଚି ନାରାୟଣ ଆଚାର୍ୟ୍ୟ ପହଞ୍ଚି ମୋପେଡର ଟୁଲ୍ ବକ୍ସ ଖୋଲି ତା ଭିତରୁ ଅଢେଇ ଫୁଟ ଲମ୍ବର ନାଗ ସାପକୁ ଉଦ୍ଧାର କରିଥିଲେ।



Visitors Today : 3
Total Visitors : 130429
Total Views : 9891960
Visitors Online Now : 0