ନୂଆଦିଲ୍ଲୀ: ଭାରତୀୟ ଜାତୀୟ କ୍ରିକେଟ ବୋର୍ଡ ଓ ଭାରତର ପୂର୍ବତନ କ୍ୟାପଟେନ ସୌରଭ ଗାଙ୍ଗୁଲି ୨୨ଥର କରୋନା ଟେଷ୍ଟ କରିସାରିଲେଣି । ଲିଭିଙ୍ଗାଡ ଏଜିର ବ୍ରାଣ୍ଡ ଆମ୍ବାସାଡର ଭାବେ ଯୋଗଦେବା ଅବସରରେ ଗାଙ୍ଗୁଲି ଏପରି କହିଥିବାର ସୂଚନା ମିଳିଛି । ଏହା ସହ କହିଛନ୍ତି ମୁଁ ଗତ ସାଢେ ଚାରି ମାସ ଭିତରେ ୨୨ଥର କୋଭିଡ-୧୯ ଟେଷ୍ଟ କରାଇ ସାରିଛି ଏବଂ ଥରେ ବ ି ପଜେଟିଭ ଆସିନି । କିନ୍ତୁ ମୋ ଆଖପାଖ ଲୋକଙ୍କର କୋଭିଡ-୧୯ ପଜିଟିଭ ଆସିଥିଲା । ଏଥିପାଇଁ ଏତେଥର ନିଜର ଟେଷ୍ଟ କରାଇଥିଲି ବୋଲି କହିଛନ୍ତି ।



Visitors Today : 2
Total Visitors : 130171
Total Views : 9891617
Visitors Online Now : 0