ମୁମ୍ବାଇ: ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଭାଇ ଶୌଭିକ୍ ଚକ୍ରବର୍ତ୍ତୀଙ୍କୁ ଆଜି ଜାମିନ ମିଳିଛି । ତେବେ ତାଙ୍କୁ ଏନ୍ଡିପିଏସ୍ କୋର୍ଟରୁ ଜାମିନ୍ ମିଳିଥିବାର ସୂଚନା ମିଳିଛି । ୨୪ ବର୍ଷୀୟ ଶୌଭିକଙ୍କୁ ସେପ୍ଟେମ୍ବର ୪ ତାରିଖରେ ଏନସିବି ଗିରଫ କରିଥିଲା। ସେତେବେଳେ ବମ୍ବେ ହାଇକୋର୍ଟ ଓ ସ୍ପେଶାଲ କୋର୍ଟ ତାଙ୍କର ଜାମିନ୍ ଆବେଦନ ଖାରଜ କରିଦେଇଥିଲେ। ସେ ଡ୍ରଗ୍ସ ଡିଲରଙ୍କ ସମ୍ପର୍କରେ ଥିବା କଥା ସାମ୍ନାକୁ ଆସିଥିଲା। ଏହସାହ ସୁଶାନ୍ତ ସିଂହଙ୍କୁ ଡ୍ରଗ୍ସ ଦେବାକୁ ମଧ୍ୟ ସେ ଡ୍ରଗ୍ସ କିଣିଥିବା ଜଣାପଡିଥିଲା।



Visitors Today : 2
Total Visitors : 130168
Total Views : 9891614
Visitors Online Now : 0