ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କାର୍ଯ୍ୟାଳୟ ପାଇଁ ଭାରତୀୟ କିଷାନ କର୍ମକର୍ତ୍ତା ସଂଘ ର କର୍ମକର୍ତ୍ତା ମନୋନୟନ । ସଭାପତି ବୈକୁଣ୍ଠ ନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ବୈଠକରେ ରାଜ୍ୟ ସାଧାରଣ ସମ୍ପାଦକ ଜାନକୀ ବଲ୍ଲଭ ସ୍ୱାଇଁ, କର୍ନେଲ ଶରତ ମୋହନ ମିଶ୍ର ଯୋଗ ଦେଇଥିଲେ । କାର୍ଯ୍ୟାଳୟରେ ଉପସଭାପତି ଭାବେ ମଧୁସୂଦନ ଦାସଙ୍କ ସହ ସମ୍ପାଦକ ଭାବେ ମୀନକେତନ ମହାନ୍ତି , କୋଷଧ୍ୟକ୍ଷ ଭାବେ ସୁଦର୍ଶନ ରଥ ଙ୍କୁ ମନୋନୀତ କରାଯାଇଛି ।



Visitors Today : 2
Total Visitors : 130168
Total Views : 9891614
Visitors Online Now : 0