ବ୍ରହ୍ମପୁରର: ପରୀକ୍ଷାକୁ ନେଇ ଛାତ୍ରଙ୍କ ମଧ୍ୟରେ ବିକ୍ଷୋଭ । ବ୍ରହ୍ମପୁରରରେ ଉମାଚରଣ ପଟ୍ଟନାୟକ ଇଞ୍ଜିନିୟରିଂ ସ୍କୁଲ ସମ୍ମୁଖରେ ଛାତ୍ରଙ୍କ ମଧ୍ୟରେ ବିକ୍ଷୋଭ ଦେଖିବାକୁ ମିଳିଥିଲା । କରୋନାକୁ ଦୃଷ୍ଟିରେ ରଖି ପରୀକ୍ଷାକୁ ଅଫ ଲାଇନ ମାଧ୍ୟମରେ ନ କରି ଅନ ଲାଇନ ମାଧ୍ୟମରେ କରିବାକୁ କଲେଜର ବହୁ ଛାତ୍ର ଆନେ୍ଦାଳନ କରିଥିଲେ । । ଏହାସହ ରାସ୍ତାରେ ଟାୟାର ଜାଳି ପ୍ରତିବାଦ କରିଥିଲେ ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0