ପିସିସି ସଭାପତି ପାଇଁ ରାଜ୍ୟ କଂଗ୍ରେସରେ ପ୍ରତିଦିନ ନୁଆ ହାଇଭୋଲଟେଜ ଡ୍ରାମା ଚାଲିଛି । ଯାହାକୁ ନେଇ ପ୍ରତିଦିନ କିଛି ନା କିଛି ନୁଆ ଦେଖିବାକୁ ମିଳୁଛି ।ଇତି ମଧ୍ୟରେ କଂଗ୍ରେସ ଅଧ୍ୟକ୍ଷ ସୁର ରାଉତ ରାୟ ସଭାପତି ପଦକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ।ସେ କହିଛନ୍ତି ଆମେ ସଭାପତି ଦୌଡରେ ନାହୁଁ । ହେଲେ ଦଳ ଯାହାକୁ ବି ନେଇ ହାଇକମାଣ୍ତ ଘୋଷଣା କରିବ ତାହା ନିଶ୍ଚିତ ଭାବେ ସ୍ୱାଗତଯୋଗ୍ୟ.. ଏଥିସହ ସେ କହିଛନ୍ତି କଂଗ୍ରେସ ଅଫିସରେ ଥିବା ଅଶୋକ ସିକ୍ୟୁରିଟ ଗାର୍ଡ କୁ ବି ଯଦି ସଭାପତି ଦାୟିତ୍ୱ ଦିଆଯାଏ ତେବେ ବି ଏହା ଆମ ପାଇଁ ସ୍ୱାଗତଯୋଗ୍ୟ ।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0