spot_img

•  ବାତିଲ ହେଲା ଚଳିତ ବର୍ଷର ମାଟ୍ରିକ ପରୀକ୍ଷା …ବୋର୍ଡ଼ ନିର୍ଦ୍ଧାରିତ ଅନୁସାରେ ଫଳାଫଳ ପାଇବେ ଛାତ୍ରଛାତ୍ରୀ ..ମାର୍କରେ ଅସନ୍ତୁଷ୍ଟ ହେଲେ ପରେ ଦେଇ ପାରିବେ ପରୀକ୍ଷା.. ..ପରୀକ୍ଷା ବାତିଲ ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ସୂଚନା..
• କାୟା ମେଲାଇ ଚାଲିଛି କରୋନା ମହାମାରୀ…ଦେଶରେ ୨୪ ଘଂଟାରେ ୨ ଲକ୍ଷ ୯୫ ହଜାର ୪୧ ନୂଆ ପଜେଟିଭ..୨ ହଜାର ୨୩ ଜଣଙ୍କ ମୃତୁ୍ୟ..୨୧ ଲକ୍ଷ ୫୭ ହଜାର ୫୩୮ ଚିକିତ୍ସାଧୀନ…
• ୪.. ରାଜ୍ୟରେ ବେକାବୁ କରୋନା..୨୪ ଘଂଟାରେ ୪୮୫୧ ଜଣ କାରୋନା ଆକ୍ରାାନ୍ତ ଚିହ୍ନଟ… ୩୦ ହଜାର ୯୨୭ ଜଣ ଚିକିତ୍ସାଧୀନ ଓ ୫ ମୃତ…୧୭୪୦ ଜଣ ସୁସ୍ଥ …ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ..
• ଆଜି ପବିତ୍ର ଶ୍ରୀରାମ ନବମୀ.. ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ପରମ୍ପରା ରୀତନୀତିିରେ ହେବ ରାମଜନ୍ମ ନୀତି… ଏପଟେ ଭୁବନେଶ୍ୱର ରାମ ମନ୍ଦିର ସମ୍ମୁଖରେ ୧ ପ୍ଲାଟୁନ ଫୋର୍ସ ମୁତୟନ..ଭିଡ଼କୁ ଦୃଷ୍ଟିରେ ରଖି ନିଷ୍ପତି ନେଇଛି କମିଶନରେଟ ପୋଲିସ..
• ୫ ଦିନ ପାଇଁ ବନ୍ଦ ହେବ ସମ୍ବଳପୁର ବିଶ୍ୱ ବିଦ୍ୟାଳୟ… କରୋନା ଚିହ୍ନଟ ହେବାପରେ ହୋଇଛି ନିଷ୍ପତ୍ତି …ଆଜିଠାରୁ ରବିବାର ପର୍ଯ୍ୟନ୍ତ ବନ୍ଦ ରହିବ ବିଶ୍ୱ ବିଦ୍ୟାଳୟ…..

LEAVE A REPLY

Please enter your comment!
Please enter your name here

- Advertisment -

Most Popular