spot_img

ସ୍ୱଚ୍ଛ ସର୍ବେକ୍ଷଣ ୨୦୨୦ରେ ଓଡ଼ିଶା ପୁରସ୍କୃତ

ଭୁବନେଶ୍ୱର: ସ୍ୱଚ୍ଚ ସର୍ବେକ୍ଷଣ ୨୦୨୦ରେ ୨ଟି ଜାତୀୟ ପୁରସ୍କାର ପାଇଛି ଓଡ଼ିଶା । ଭାରତ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଫାଷ୍ଟେଷ୍ଟ ମୁଭିଂ ଷ୍ଟେଟ ତାଲିକାରେ ଓଡ଼ିଶାକୁ ମିଳିଲା ପୁରସ୍କାର । ଚଳିତ ବର୍ଷ ସ୍ୱଚ୍ଛ ସର୍ବେକ୍ଷଣ ତାଲିକାରେ ଓଡ଼ିଶା ଦଶମ ସ୍ଥାନରେ ରହିଛି । ୨୦୧୮ ଏବଂ ୨୦୧୯ରେ ଓଡ଼ିଶା ଯଥାକ୍ରମେ ୨୨ ଏବଂ ୧୬ ସ୍ଥାନ ପାଇଥିଲା।

ସେହିପରି ବ୍ରହ୍ମପୁର ମ୍ୟୁନିସିପାଲ କର୍ପୋରେସନକୁ ବେଷ୍ଟ ମିଡିଅମ୍ ସିଟି ଇନ୍ ଇନୋଭେସନ୍ ଆଣ୍ଡ ବେଷ୍ଟ ପ୍ରାକ୍ଟିସ୍ ପୁରସ୍କାର ମିଳିଛି । ବ୍ରହ୍ମପୁର ସହର ରାଜ୍ୟରେ ୧ ନମ୍ବର ସ୍ଥାନ ଏବଂ ଦେଶରେ ୬୩ ନମ୍ବର ସ୍ଥାନ ହାସଲ କରିଛି । ବେଷ୍ଟ ମିଡିୟମ ସିଟି ଭାବେ ଆଗରେ ରହିଛି ବ୍ରହ୍ମପୁର ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular