କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢିବାରେ ଲାଗିଛି । ଯାହାକି ଏକ ଚିନ୍ତାଜନକ ବିଷୟ । ତେବେ ଗୋଟିଏ ପଟେ ସଂକ୍ରମଣ ବଢୁଥିବା ବେଳେ ପୂଜାପାର୍ବଣ ଆସୁଛି । ଏହି ସବୁ ସମୟରେ ମନ୍ଦିରମାନଙ୍କ ଭିଡ଼ ହେଉଥିବାର ଦେଖିବାକୁ ମିଳିଥାଏ । ତେଣୁ ଆଗୁଆ ସତର୍କତା ମୂଳକ ପଦକ୍ଷେପ ନେଇ ଆସନ୍ତାକାଲି ଘଟଗାଁ ମା ତାରିଣୀ ମନ୍ଦିରକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ମନ୍ଦିର ପ୍ରଶାସନ। ଏହି ସମୟରେ କେବଳ ନୀତିକାନ୍ତି ଅନୁଯାୟୀ ସେବକମାନେ ମନ୍ଦିରରେ ପୂଜାର୍ଚ୍ଚନା କରିପାରିବେ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0