ବହୁ ଚର୍ଚ୍ଚିତ ଅଭିନେତା ସୁଶାନ୍ତ ସିଂହଙ୍କ ମୃତ୍ୟୁ କାରଣ ଅସ୍ପଷ୍ଟ ଥିବା ବେଳେ ଫିଲ୍ମ ଇଣ୍ଡଷ୍ଟ୍ରୀର ଅନେକ ବଡ଼ କଳାକାରମାନଙ୍କୁ ସୋସିଆଲ ମିଡ଼ିଆରେ ଟ୍ରୋଲ କରାଯାଉଛି । ଭଟ୍ଟ ପରିବାରକୁ ଦୁଷ୍କର୍ମ କରି ଜୀବନରୁ ମାରିଦେବାକୁ ଧମକ ଦିଆଯାଉଥିବାର ଅଭିଯୋଗ ଆଣିଛନ୍ତି ଆଲିଆଙ୍କ ଭଉଣୀ ଶାହିନ ଭଟ୍ଟ । ସୁଶାନ୍ତଙ୍କ ମୃତ୍ୟୁ ପାଇଁ ଭଟ୍ଟ ପରିବାରକୁ ଦାୟୀ କରି କିଛି ଲୋକ ଏଭଳି ମେସେଜ୍ କରିବା ସହ ଧମକ ଦେଉଥିବା ଜଣାପଡିଛି । ଶାହିନ ଭଟ୍ଟ ସେମାନଙ୍କ ନାଁ ରେ ଅଭିଯୋଗ କରିବା ସହ ସେମାନଙ୍କ ଅସଲ ମୁଖା ଖୋଲିଦେବେ ବୋଲି ନିଜ ପୋଷ୍ଟରେ କହିଛନ୍ତି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0