spot_img

ଟିକଟକ୍ ସିଇଓଙ୍କ ଇସ୍ତଫା..

ମାତ୍ର ତିନି ମାସ ତଳେ ଟିକଟକ୍ ସିଇଓ ଭାବେ ଯୋଗ ଦେଇଥିବା କେଭିନ୍ ମେୟର ଇସ୍ତଫା ଦେଇଛନ୍ତି ।ଚୀନ କମ୍ଫାନୀ ବାଇଟଡାନ୍ସ ମାଲାକାନାରେ ଥିବା ଏହି ଭିଡିଓ ଆପ୍ ପ୍ଲାଟଫର୍ମ ଆମେରିକାରେ ବଡ ଚ୍ୟାଲେଂଜର ସାମ୍ନା କରୁଛି । ଇସ୍ତଫା ବାବଦରେ ମେୟର କହିଛନ୍ତି ଯେ ବର୍ତ୍ତମାନ ସମୟରେ ରାଜନୈତିକ ପରିବେଶ ବହୁତ ବଦଳିଛି । କର୍ପୋରେଟ ସ୍ତରରେ ଯେଉଁ ସବୁ ଗଠନମୁଳକ ପରିବର୍ତ୍ତନ କରାଯିବ କଥା ତାହା ମୁଁ କରିଛି ।ଯାହାର ବଡ ଦାୟ୍ତ୍ୱ ମୋତେ ମିଳିଥିଲା । ସୁଚନାଅନୁଯାୟୀ ଚଳିତ ବର୍ଷ ଜୁନ-୧ତାରିଖରେ କେଭିନ୍ ସିଇଓ ଭାବେ ଟିକଟିକରେ ଯୋଗ ଦେଇଥିଲେ । ପୁର୍ବରୁ ସେ ଫ୍ୱାଲଡ ଡିସନୀରେ ଆଗଧାଡିରେ କାର୍ଯ୍ୟନିର୍ବିହୀ ଅଧିକାରୀ ଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular