( )କଳାହାଣ୍ଡି କର୍ଲାପାଟ ଅଭୟାରଣ୍ୟରେ ହାତୀ ମଡକ….. ଆଉ ଏକ ଛୋଟ ହାତୀର ଗଳିତ ମୃତ ଦେହ ଉଦ୍ଧାର…..୨୦ ଦିନରେ ଗଲାଣି ୭ ହାତୀଙ୍କ ଜୀବନ…..ହ୍ୟୁମରେଜିକ ସେଫଟିସେମିଆ ଯୋଗୁଁ ହାତୀଙ୍କ ମୃତୁ୍ୟ ସ୍ପଷ୍ଟ…. ସେପଟେ ଜିଲ୍ଲାପାଳକଙ୍କ ସହିତ କେନ୍ଦ୍ରୀୟ ଟିମର ଆଲୋଚନା…..ଏହି ରୋଗ ଅଭୟାରଣ୍ୟକୁ କେମିତି ଆସିଲା ତାହା ଉପରେ ଚାଲିଛି ଅନୁଧ୍ୟାନ…..
( )ପୁଣି କାୟା ମେଲାଉଛି କରୋନା….. ଦେଶରେ ୨୪୦ଟି ନୂଆ ଷ୍ଟ୍ରେନ ଚିହ୍ନଟ…. ଅଧିକ ସଂକ୍ରମଣ ହେଉଥିବାରୁ ଚିନ୍ତା…..ମହାରାଷ୍ଟ୍ର, ପଞ୍ଜାବ, ମଧ୍ୟପ୍ରଦେଶ ଓ କେରଳରେ ବଢୁଛି ମହାମାରୀ……
( )ପୁଣି କରୋନା ବଢାଇଲା ଚିନ୍ତା…..ସଂକ୍ରମଣକୁ ନେଇ ଗଞ୍ଜାମ ଜିଲ୍ଲାପାଳଙ୍କ ଏସଓପି ଜାରି….କର୍ମଚାରୀ ଓ ଯାତ୍ରୀ ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ…..ଦୋକାନୀ କଟକଣା ନ ମାନିଲେ ହୋଇପାରେ କାର୍ଯ୍ୟାନୁଷ୍ଠାନ…. ସେପଟେ ବଜାର ଓ ଧାର୍ମିକ ସ୍ଥଳରେ ପ୍ରବଳ ଗହଳି ନ କରିବାକୁ ଜିଲ୍ଲାପାଳଙ୍କ ପରାମର୍ଶ…..
( )ଖୋର୍ଦ୍ଧା ଜିଲ୍ଲା ବେଗୁନିଆରେ ଅଧାରୁ ବନ୍ଦ ହେଲା ଯାତ୍ରା…..କୋଭିଡ ନିୟମ ଉଲ୍ଲଘଂନ ଆଶଙ୍କାରେ ଯାତ୍ରା ପାର୍ଟି ଉପରେ ରୋକ ଲଗାଇଲେ ଖୋର୍ଦ୍ଧା ଜିଲ୍ଳାପାଳ…..ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ନିଆଗଲା ଏଭଳି ନିଷ୍ପତ୍ତି….
( )ଉତ୍ତରାଖଣ୍ଡ ହିମସ୍ଖଳନ ଘଟଣାରେ ଆଉ ୫ ମୃତଦେହ ଉଦ୍ଧାର….ଗତ ୭ ତାରିଖରେ ହୋଇଥିବା ହିସ୍ଖଳନରେ ୬୭ରେ ପହଞ୍ଚିଲା ମୃତୁ୍ୟସଂଖ୍ୟା…..ସୂଚନା ଦେଲେ ଉତ୍ତରାଖଣ୍ଡ ପୁଲିସ ମହାନିଦେ୍ର୍ଦଶକ…..ସେପଟେ ଚମୋଲିରେ ପ୍ରବାହିତ ଧଉଳିଗଙ୍ଗା ନଦୀରେ ମାପଦଣ୍ଡ ବସାଇବାକୁ ପର୍ବତ ଉପରକୁ ଯାଇଛନ୍ତି ଏନଡିଆରଏଫ୍ କର୍ମଚାରୀ…..
( )ଏବଂ ଏଲଏସି ସୀମା ବିବାଦ… ୧୬ ଘଣ୍ଟାର ଦଶମ ପର୍ଯ୍ୟାୟ କମାଣ୍ଡର ସ୍ତରୀୟ ଆଲୋଚନା ଶେଷ…..ଗୋଗେରା, ହଟ୍ ସ୍ପି୍ରଙ୍ଗ ଏବଂ ଡେପସାଙ୍ଗରୁ ସୈନ୍ୟ ପ୍ରତ୍ୟାହାର ନେଇ ଉଭୟ ପକ୍ଷରେ କଥାବାର୍ତ୍ତା….



Visitors Today : 1
Total Visitors : 130170
Total Views : 9891616
Visitors Online Now : 0