( )କଟକ ଅରୁଣୋଦୋୟ ନଗରର ଘରୋଇ ଶିକ୍ଷାନୁଷ୍ଠାନରେ ପୁଣି ୧୩ କରୋନା ପିଜିଟିଭ…. ବୁଧବାର ଚିହ୍ନଟ ହୋଇଥିଲେ ୧୨ ଜଣ…. ସମସ୍ତ ଆକ୍ରାନ୍ତ ହଷ୍ଟେଲ ଅନ୍ତେବାସୀ ହୋଇଥିବା ସୂଚନା….. କଲେଜକୁ ଆସନ୍ତା ୧୦ ଦିନ ଲାଗି ବନ୍ଦ ଘୋଷଣା କରିଛି ସିଏମସି…..
( ) ପୁଣି ଭୟଙ୍କର ରୂପ ଦେଖାଇଲାଣି କରୋନା… ଦେଶରେ ଦିନକରେ ୩୯ ହଜାର ନୂଆ ସଂକ୍ରମଣ ଚିହ୍ନଟ….. ସେପଟେ ମହାରାଷ୍ଟ୍ରରେ ଚିନ୍ତା ବଢାଉଛି କରୋନା…..ଛୋଟ ସହର ଏବଂ ଗାଁକୁ ବି ବ୍ୟାପିଲାଣି ସଂକ୍ରମଣ….
( )ଫ୍ରାନ୍ସରେ ପୁଣି ଲକଡାଉନ୍…… ବ୍ୟାପୁୂଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାରଙ୍କ ନିଷ୍ପତ୍ତି…..ଗ୍ରେଟର ପ୍ୟାରିସ ଏବଂ ନାଇସ ଅଞ୍ଚଳ ସମେତ ଦେଶର ୧୬ଟି ଅଞ୍ଚଳରେ ଏକ ମାସ ପର୍ଯ୍ୟନ୍ତ ଲକଡାଉନ ଘୋଷଣା…..
( )ରାଜ୍ୟବାସୀଙ୍କ ଲାଗି ଖୁସି ଖବର…..ଗୋଟିଏ ନମ୍ବରରେ ମିଳିବ ୩ ଜରୁରୀକାଳୀନ ସେବା….୧୧୨ ନମ୍ବରକୁ କଲ୍ କଲେ ମିଳିବ ପୋଲିସ, ଦମକଳ, ଓ ଆମ୍ବୁଲାନ୍ସ ସେବା…..ସନ୍ଧ୍ୟାରେ ଏହାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ….
( ) ତିନି ଦିନିଆ ଭାରତ ଗସ୍ତରେ ଆମେରିକାର ପ୍ରତିରକ୍ଷା ସଚିବ ଲାୟଡ ଜେ ଅଷ୍ଟିନ…..ଜୋ-ବାଇଡେନ ଶପଥ ନେବା ପରେ ପ୍ରଥମ ଥର ଭାରତ ଆସିବା ନେଇ ସୂଚନା….ଗସ୍ତ ସମୟରେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ଏନଏସଏ ଅଜିତ ଡୋଭାଲଙ୍କୁ ଭେଟିବାର ରହିଛି କାର୍ଯ୍ୟକ୍ରମ…..ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହୋଇପାରେ ଅଲୋଚନା….



Visitors Today : 3
Total Visitors : 130169
Total Views : 9891615
Visitors Online Now : 0