( ) କରୋନା ସଂକ୍ରମଣ ବଢିବା ପରେ ରାଜ୍ୟ ସରକାରଙ୍କ ତତ୍ପର…. ଆଜି ଉଚ୍ଚସ୍ତରୀୟ ବୈଠକରେ ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ….. ଏସଆରସିଙ୍କ ସୂଚନା…..ପୁଣିଥରେ ସରପଂଚ, ଆଶା, ଅଙ୍ଗନୱାଡିଙ୍କୁ ଦିଆଯିବ ଦାୟିତ୍ୱ….ଗାଁକୁ ବାହାରୁ ଆସୁଥିବା ଲୋକଙ୍କ ଉପରେ ରହିବ ନଜର…..
( ) ମାଲକାନଗିରିରେ ମହାମାରୀ ଭୟ…. ଆଜିଠୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ନାଇଟ କଫୁ୍ର୍ୟ….ରାତି ୯ରୁ ସକାଳ ୬ ପର୍ଯ୍ୟନ୍ତ ବଳବତର ରହିବ କଟକଣା…..ସେପଟେ ଜର୍ମାନୀରେ ଏପ୍ରିଲ ୧୮ ଯାଏଁ ବଢିଲା ଲକଡାଉନ୍…. ନିଷ୍ପତ୍ତି ନେଲେ ଚାନସେଲର ଆଂଜେଲା ମର୍କେଲ….
( )ଗାନ୍ଧୀଙ୍କୁ ମନେ ପକାଉଛି ଓଡିଶା…. ମହାତ୍ମାଗାନ୍ଧୀଙ୍କ ଓଡିଶା ଆଗମନକୁ ଶହେ ବର୍ଷ ପୁର୍ତ୍ତି ଅବସରରେ କଟକରେ ଶୋଭାଯାତ୍ରା…. ସାମିଲ ହେଲେ ଅନେକ ନେତା ମନ୍ତ୍ରୀ…..
( )ପିପିଲି ଉପନିର୍ବାଚନ ପାଇଁ ଆଜିଠୁ ପକ୍ରିୟା ଆରମ୍ଭ…. ପ୍ରକାଶ ପାଇବ ବିଜ୍ଞପ୍ତି… ୩୦ ସୁଦ୍ଧା ନାମାଙ୍କନ ଦାଖଲ…. ୧୭ରେ ଭୋଟ୍…. ସଜବାଜ ହେଲେଣି ରାଜନୈତିକ ଦଳ…..
( )ବୁର୍ଲା ଭୀମସାରରେ ଛାତ୍ରଙ୍କୁ ରାଗିଂ ଘଟଣା….. ୧୮ ଜଣ ଛାତ୍ରଙ୍କୁ ୫୪ ହଜାର ଟଙ୍କା ଫାଇନ୍…..ତଦନ୍ତ କମିଟିର ରିପୋର୍ଟ ପରେ ଡିନଙ୍କ କାର୍ଯ୍ୟାନୁଷ୍ଠାନ….. ତୁରନ୍ତ ଅର୍ଥ ପୈଠ କରିବାକୁ ନିର୍ଦ୍ଦେଶ …..
( )ରାଜ୍ୟରେ ହେବ ଅଗ୍ନିବର୍ଷା…. ଅସହ୍ୟ ହେବ ତାତି….ଆସନ୍ତା କିଛି ଦିନ ଭିତରେ ତାପମାତ୍ରା ୪୦ରୁ ୪୨ ଡିଗ୍ରୀ ପହଞ୍ଚିବା ସମ୍ଭାବନା…. ସେପଟେ ଉତ୍ତରାଖଣ୍ଡରେ ବରଫ ବର୍ଷା…. ତୁଷାରପାତର ମଜା ଉଠାଉଛନ୍ତି ପର୍ଯ୍ୟଟକ ଓ ସ୍ଥାନୀୟ ବାସିନ୍ଦା…..



Visitors Today : 0
Total Visitors : 130169
Total Views : 9891615
Visitors Online Now : 0