( )ଦିଲ୍ଲୀ ପୋଲିସ କବଜାରେ ଲାଲକିଲ୍ଲା ହିଂସାର ମୁଖ୍ୟ ଅଭିଯୁକ୍ତ ଦୀପ୍ ସିନ୍ଧୁ……ବହୁ କସରତ ପରେ ଗିରଫ କରିବାରେ ସଫଳ ହେଲା ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ……ଦୀପ ସିନ୍ଧୁର ଗିରଫଦାରି ଲାଗି ତଲା ୧ଲକ୍ଷ ଟଙ୍କାର ପୁରଷ୍କାର ରାଶି…..
( )ଉତ୍ତରାଖଣ୍ଡ ହିମସ୍ଖଳନରେ ଓଡିଆ ପୁଅ ନିଖୋଜ…. ଭଦ୍ରକ ଚାନ୍ଦବାଲି ଅଞ୍ଚଳର ନାଗାର୍ଜୁନ ଦାସଙ୍କ ମିଳୁନି ପତ୍ତା…..ପୁଅର ଫେରିବା ବାଟକୁ ଚାହିଁ ବସିଛନ୍ତି ବାପା -ମା’…..ସେପଟେ ବିପର୍ଯ୍ୟର ଦୁଇ ଦିନ ପରେ ବି ମାଟି ତଳୁ ଖୋଜା ଚାଲିଛି ଜୀବନ….ଏବେ ସୁଦ୍ଧା ୨୬ ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଥିବା ବେଳେ ୨୦୦ ଜଣଙ୍କ ମିଳୁନି ପତ୍ତା…
( )ଆଜି ବସୁଛି ରାଜ୍ୟ ମନ୍ତ୍ରୀ ପରିଷଦ ଏବଂ କ୍ୟାବିନେଟର ଗୁରୁତ୍ୱୂର୍ଣ୍ଣ ବୈଠକ….୨୦୨୧-୨୨ ଆର୍ଥିକ ବର୍ଷର ବଜେଟକୁ ମିଳିବ ମଞ୍ଜୁରୀ….୨୫ଟି ପ୍ରସ୍ତାବ ଉପରେ ଆଲେଚନା ଏବଂ ମୋହର ମିଳିବା ସମ୍ଭବନା….ଆସନ୍ତା ୧୮ରୁ ଆରମ୍ଭ ହେବ ବିଧାନସଭାର ବଜେଟ ଅଧିବେଶନ…..
( ) ରାଜଧାନୀରେ ବଢୁଛି ଲୁଟେରା ରାଜ…..ଟାର୍ଗେଟରେ ମର୍ଣ୍ଣିଂ ୱାକ୍ କରୁଥିବା ମହିଳା….ବେକରେ କଟୁରୀ ଲଗାଇ ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପିନେଲେ ଦୁର୍ବୃତ୍ତ….. ମର୍ଣ୍ଣିଂ ୱାକ ସାରି ଫେରୁଥିବା ସମୟରେ ଝାରପଡା ଜେଲ ସମ୍ନାରେ ଘଟିଛି ଘଟଣା….. ପୂର୍ବରୁ ଏଭଳି ଗ୍ୟାଙ୍ଗକୁ ଧରିଥିଲା କମିଶନରେଟ ପୋଲିସ…..
( )ଏବେ ସହଜ ହେବ ଶ୍ରୀଜିଉଙ୍କ ଦର୍ଶନ…. ପୁରୀ ବଡ ଦାଣ୍ଡ ମରିଚିକୋଟରୁ ଶ୍ରୀ ମନ୍ଦିର ଯାଏଁ ହଟିଲା ବ୍ୟାରିକେଡ ….. ରଥଯାତ୍ରା ପାଇଁ କାଠ ଆସିବାର ଥିବାରୁ ସମସ୍ୟାକୁ ଦେଖି ବ୍ୟାରିକେଡ କଢାଯାଇଥିବା ସୂଚନା…..
( )ମୁଖ୍ୟମନ୍ତ୍ରୀଙ୍କ ଝିଅକୁ ବି ଛାଡିଲେନି ସାଇବର ଲୁଟେରା…..ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଝିଅ ଅନଲାଇନରେ ଶିକାର…..ଗ୍ରାହକ ସାଜି ୩୪ ହଜାର ଟଙ୍କା ଚଳୁ କରିଦେଲେ ସାଇବର ଠକ…..ଓଏଲଏକ୍ସରେ ପୁରୁଣା ସୋଫା ବିକି୍ର କରିବାକୁ ବିଜ୍ଞାପନ ଦେଇଥିଲେ ଝିଅ ହର୍ଷିତା……



Visitors Today : 0
Total Visitors : 130166
Total Views : 9891611
Visitors Online Now : 0