spot_img

ଆସନ୍ତାକାଲିଠାରୁ ଗଜପତି ଜିଲ୍ଲାରେ ଲକ୍‌ଡାଉନ୍‌

ଗଜପତି ୧୯।୦୭: ସାରା ରାଜ୍ୟରେ କରୋନା ସଂକ୍ରମଣ ବଢାଚାଲିଛି। ଗଜପତି ଜିଲ୍ଲାରେ କରୋନା ସଂକ୍ରମଣ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେଇ ଛନ୍ତି ଜିଲ୍ଲା ପ୍ରଶାସନ   ଆସନ୍ତାକାଲିଠୁ ପୁରା ଜିଲ୍ଲାକୁ ଲକଡାଉନ ଘୋଷଣା କରିଛନ୍ତି ଜିଲ୍ଲା ପ୍ରଶାସନ

ସୂଚନାଯୋଗ୍ୟ ଯେ, ଆସନ୍ତାକାଲିଠାରୁ ଗଜପିତି ଜିଲ୍ଲାରେ ଲକ୍ଡାଉନ୍ଆରମ୍ଭ ହେବ ଏହି ଲକ୍ଡାଉନ୍ସମୟରେ ସମସ୍ତ ବ୍ଲକ୍ ଏବଂ ସହରାଞ୍ଚଳରେ ସକାଳ ୭ଟା ରୁ ଦିନ ୨ଟା ଯାଏଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ବିକ୍ରୀ ହେବ ବାକି ସମସ୍ତ ଦୋକାନ ବଜାର ବନ୍ଦ ରଖିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ଆଜି ଗଜପତି ଜିଲ୍ଲାରେ ଆଉ ୩୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୦୩କୁ ବୃଦ୍ଧି ପାଇଛି

LEAVE A REPLY

Please enter your comment!
Please enter your name here

- Advertisment -

Most Popular