() କଟକଣାରେ ହେବ ଚଳିତ ଜାଗର ଯାତ୍ରା….. ମନ୍ଦିର ପରିସର ଓ ବାହାରେ ଶ୍ରଦ୍ଧାଳୁଙ୍କ ଗହଳିକୁ ବାରଣ, ମେଳାକୁ ମନା…… ନିୟମ ଉଲ୍ଲଘଂନ କଲେ କଡା କାର୍ଯ୍ୟାନୁଷ୍ଠାନ……. ସମସ୍ତ ଜିଲ୍ଲାପାଳ ଓ ମୁ୍ୟନିସିପାଲ କମିଶନରଙ୍କୁ ନିଦେ୍ର୍ଦଶ…… ସେପଟେ ଲିଙ୍ଗରାଜରେ ସ୍ୱତନ୍ତ୍ର ଏସଓପି ଜାରି……… ଏପଟେ ଦୁଇ ନିଯୋଗର ଦାବି ପୂରଣକୁ ନେଇ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ କଲେ ସେବାୟତ….. ରୋଷହୋମ ପରେ ମହାପ୍ରଭୁଙ୍କ ନୀତିକାନ୍ତି ବନ୍ଦ……
() ଶ୍ରୀମନ୍ଦିର ସୁରକ୍ଷା ଯାଞ୍ଚ କରିବ ଏନଏସଜି……. ଆସନ୍ତା ୧୮ ରେ ୫ ଜଣିଆ ଟିମ୍ କରିବେ ସମୀକ୍ଷା….. ଆନୁସଙ୍ଗିକ ସୁବିଧା ଯୋଗାଇ ଦେବାକୁ ଚିଠି ଲେଖିଲା ଏନଏସଜି ମୁଖ୍ୟାଳୟ…. ଆଇଜି ଅପରେସନ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଏଏସଆଇ କର୍ତ୍ତୁପକ୍ଷଙ୍କୁ ଚିଠି…..
() ଜଳେଶ୍ୱରରୁ ୧ କିଲୋ ବ୍ରାଉନ ସୁଗାର ଜବତ…. ଜଣେ ଗିରଫ…. ବିଳମ୍ବିତ ରାତିରେ ଝାଡେଶ୍ୱରପୁରରେ ଚଢାଉ କଲା ଭୁବନେଶ୍ୱର ଏସଟିଏଫର ୧୨ ଜଣିଆ ଟିମ୍…. ଜବତ ବ୍ରାଉନସୁଗାର ମୂଲ୍ୟ ୧ କୋଟିରୁ ଅଧିକ….
() ନିଆଁ ଆଁରେ ଶିମିଳିପାଳ……. ପ୍ରତିବାଦରେ ଆଜି ମୟୁରଭଞ୍ଜ ବନ୍ଦ….. ବାଇକ ରାଲି କରି ବନ୍ଦକୁ ସମର୍ଥନ ଜଣାଇବା ପାଇଁ ଭଞ୍ଜସେନା କର୍ମୀଙ୍କ ଆହ୍ୱାନ…… ସେପଟେ ଶିମିଳିପାଳ ନିଆଁ ଲିଭାଇବାକୁ ବିଜେଡି ଆଟ୍ ଶିମିଳିପାଳ ଅଭିଯାନ ଆରମ୍ଭ…. ଦଳର ଯୁବ ଓ ଛାତ୍ର ନେତା ବୁଲି ବୁଲି ଲିଭାଇବେ ନିଆଁ……
() ନୂଆପଡାରେ ନବୀନ……. ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପର କଲେ ଲୋକାର୍ପଣ…… ତିଖାଲି ଡ୍ୟାମର କଲେ ଉଦଘାଟନ…… ସେପଟେ ନୂଆପଡାକୁ ବିଭିନ୍ନ ପ୍ରକଳ୍ପ ବାବଦକୁ ଭେଟି ଦେଇପାରନ୍ତି ୪ ହଜାର କୋଟି……….



Visitors Today : 0
Total Visitors : 130303
Total Views : 9891806
Visitors Online Now : 0