spot_img

ଗଣତନ୍ତ୍ର ଦିବସରେ କମ୍ପିବ ଦିଲ୍ଲୀ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ୩ ଟି କୃଷି ଆଇନକୁ ବିରୋଧ କରି ଚାଷୀ ମାନେ ଚଳାଇଥିବା ଆନ୍ଦୋଳନ ଆଜି ୫୦ ଦିନରେ ପହଂଚିଛି । ଆନ୍ଦୋଳନକୁ ୬ ସପ୍ତାହ ବିତିଯାଇଥିଲେ ବି କୃଷକ ଓ ସରକାରଙ୍କ ମଧ୍ୟରେ କୌଣସି ଗୋଟିଏ କଥାକୁ ନେଇ ସହମତି ହୋଇପାରି ନାହିଁ । ଜାନୁଆରୀ ୨୬ ରେ କୃଷକ ମାନେ ଲାଲକିଲ୍ଲା ନୁହେଁ ଦିଲ୍ଲୀ ସୀମାରେ ଟ୍ରାକ୍ଟର ରାଲି କରିବେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular