spot_img

ଅଭ୍ୟାସ ମ୍ୟାଚରେ ଚମକିଲେ ଏହି ଦୁଇ ଭାରତୀୟ କ୍ରିକେଟର

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷରେ ବହୁ ପ୍ରତୀକ୍ଷିତ ଟେଷ୍ଟ ସିରିଜ୍ ପୂର୍ବରୁ ଭାରତୀୟ ଦଳ ଅଭ୍ୟାସ ମ୍ୟାଚରେ ସେମାନଙ୍କର ପ୍ରସ୍ତୁତି ପରୀକ୍ଷା କରିବାକୁ ଆସିଛି। ଟେଷ୍ଟ ସିରିଜ୍ ୧୭ ଡିସେମ୍ବରରୁ ଖେଳାଯିବ । ସିଡନୀରେ ଚାଲିଥିବା ପ୍ରଥମ ତିନି ଦିନିଆ ଅଭ୍ୟାସ ମ୍ୟାଚରେ ଦଳର ଭଲ ଆରମ୍ଭ ହୋଇପାରି ନାହିଁ। ତେବେ ଅଜିଙ୍କ୍ୟ ରାହାଣେ ତାଙ୍କ ଶତକ ଇନିଂସରେ ଜୋରଦାର ଅଭ୍ୟାସ କରିଥିଲେ। ଚେତେଶ୍ୱର ପୂଜାରା ଅର୍ଦ୍ଧଶତକ ହାସଲ କରିଥିଲେ । ଦିନର ଖେଳ ଶେଷ ହେବା ବେଳକୁ ୯୦ ଓଭରରେ ୨୩୭/୮ ରନ୍ ସ୍କୋର କରାଯାଇଥିଲା।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular