spot_img

ହାଥରସ ମାମାଲା ଟିଏମସି ମହିଳା ସାଂସଦଙ୍କ ଅଭିଯୋଗ –ୟୁପି ପୋଲିସ ଅସାଦଚାରଣ ସହ ବ୍ଲାଉଜ ଚିରିଲା

ହାଥରସ ଗଣଦୁଷ୍କର୍ମ ମାମାଲାରେ ରାଜନୀତି ହଟ୍ଟଗୋଳ ଜୋର ଧରିଥିବାବେଳେ ଗୁରୁବାର ରାହୁଲ ଓ ପ୍ରିୟଙ୍କା ଗାନ୍ଧିଙ୍କୁବ ହାଥରସ ଘଟଣାର ପୀଡିତାଙ୍କୁ ଭେଟିବାକୁ ଯିବା ବେଳେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ଆଜି ଶୁକ୍ରବାର ତୃଅଣମୁଳ କଂଗ୍ରେସ ଦଳର ସଦ୍ୟସା ପୀଡିତା ପରିବାରକୁ ଭେଟିା ପାଇଁ ଚେଷ୍ଟା କରିଥିଲେ । ମାତ୍ର ପୋଲିସ ସେମାନଙ୍କୁ ଗାଁ ବାହାରେବ ହିଁ ଅଟକାଇ ଦେଇଛି । ଏହାରି ଭିତରେ ପୋଲିସ ଓ ସେମାନଙ୍କ ଭିତରେ ଧସ୍ତାଧସ୍ତି ହୋଇଛି । ଠେଲା ପେଲା ହେବା ବେଳେ ସାଂସଦ ଡେରେକ ଓ ବ୍ରାୟନ ରାସ୍ତାରେ ତଳେ ପଡିଯାଇଛନ୍ତି । ଏଭଳି ପରିସ୍ଥିତିରେ ଟିଏମସି ର ମହିଳା ସାଂସଦ ପ୍ରତିମା ମଣ୍ତଳ ଓ ମମତା ଠାକୁର ବ୍ଲାଉଜ ଫାଡିଥିବା ଅଭିଯୋଗ ଆଣିଛନ୍ତି । ଡେରେକଙ୍କୁ ପୋଲିସ କର୍ମୀ ଘେରି ରହିଥିବା ବେଳେ ସେମାନଙ୍କ ସହ ଦଳର ମହିଳା ନେତ୍ରୀ ବି ଏପରି ପରିସ୍ଥିତିରେ ଟିଏମସିରେ ମହିଳା ସାଂସଦ ପ୍ରତିମା ମଣ୍ଥଳ ଓମମତା ଠାକୁର ବ୍ଲାଉଜ ଫାଡିଥିବା ଅଭିଯୋଗ ଆଣିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular