ଆମେରିକା : ଆମେରିକା ରାଷ୍ଟ୍ରପତି ନିର୍ବାଚନ । ଡେମୋକ୍ରାଟିକ୍ ପାର୍ଟିର ପ୍ରାର୍ଥୀ ଜୋ- ବାଇଡେନ ଖୁବ ଆଗରେ ରହିଛନ୍ତି । ଜର୍ଜିଆ ଓ ପେନସିଲବେନିଆରେ ଟ୍ରମ୍ପଙ୍କ ଠାରୁ ବାଇଡେନ ଆଗୁଆ ରହିଥିବାରୁ ବାଇଡେନଙ୍କ ବିଜୟ ସମ୍ଭାବନା ବଢିବାରେ ଲାଗିଛି । ସେପଟେ ଜର୍ଜିଆକୁ ରିପବ୍ଲିକାନ ପାର୍ଟିର ଗଡ କୁହାଯାଉଥିବା ବେଳେ ସେଠାରେ ବାଇଡେନଙ୍କ ବିଜୟକୁ ନେଇ ଏବେ ଚର୍ଚ୍ଚା । ତେଣୁ ଜର୍ଜିଆରେ ପୁଣି ଥରେ ଭୋଟ ଗଣତି ହେବ ବୋଲି କହିଛନ୍ତି ଜର୍ଜିଆର ସଚିବ ପର୍ଗର।



Visitors Today : 0
Total Visitors : 130210
Total Views : 9891678
Visitors Online Now : 0