ତେଲେଙ୍ଗାନା: କର୍ତ୍ତୃପକ୍ଷଙ୍କ ଅନୁମତି ନ ନେଇ ଓସମାନିଆ ବିଶ୍ୱବିଦ୍ୟାଳୟକୁ ଯିବା ବିଜେପି ସାଂସଦଙ୍କ ପାଇଁ ମହଙ୍ଗା ପଡ଼ିଛି। ଏ ନେଇ ବିଶ୍ୱବଦ୍ୟାଳୟ କର୍ତ୍ତୃପକ୍ଷ ତେଜସ୍ୱୀ ସୂର୍ୟ୍ୟଙ୍କ ବିରୁଦ୍ଧରେ ଅଭିଯୋଗ କରିବା ପରେ ମାମଲା ରୁଜୁ ହୋଇଛି। ଏ ନେଇ ସୂଚନା ଦେଇଛନ୍ତି । ତେଲେଙ୍ଗାନା ଡିଜିପି । ତାଙ୍କ କହିବା ଅନୁସାରେ ହାଇଦ୍ରାବାଦ ଓସମାନିଆ ବିଶ୍ୱବିଦ୍ୟାଳୟରେ ପ୍ରବେଶ ନେଇ ବିଜେପି ସାଂସଦ ବିରୋଧରେ ମାମଲା ରୁଜୁ ହୋଇଛି। ଏ ନେଇ ବିଶ୍ୱବିଦ୍ୟାଳୟ ରେଜିଷ୍ଟ୍ରାର ତାଙ୍କ ବିରୋଧରେ ଅଭିଯୋଗ କରିଥିଲେ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0