spot_img

ଭିଜିଲାନ୍ସ ଜାଲରେ ICDS ସୁପରଭାଇଜର ରାଧାରାଣୀ ଦେଈ

କଳାହାଣ୍ଡି ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ICDS ସୁପରଭାଇଜର ରାଧାରାଣୀ ଦେଈ ଚଢାଉ ବେଳେ ଘରୁ ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି ସୂଚନାଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା କୁଟ୍ରୃଖମାର ସେକ୍ଟର ICDS ସୁପରଭାଇଜର ରାଧାରାଣୀ ଦେଈ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି   ଭବାନୀପାଟଣା ବ୍ଲକ କୁରୁମାଚୁଆଁର ଅଙ୍ଗନବାଡି କର୍ମୀ ସୀମନ୍ତିନୀ ନାଏକଙ୍କଠାରୁ ଅକ୍ଟୋବରନଭେମ୍ବର ଡିସେମ୍ବର ମାସର ଅଣ୍ଡା ପନିପରିବାର ବିଲ୍ ପାସ୍ ପାଇଁ ପିସି ବାବଦକୁ ୧୦ହଜାର ଟଙ୍କା ଦାବି କରିଥିଲେ ଏନେଇ କୋରାପୁଟ ଜୟପୁର ଭିଜିଲାନ୍ସର ନୂଆପଡା ଡିଭିଜନ ଭିଜିଲାନ୍ସ ବିଭାଗରେ  ଅଭିଯୋଗ ହୋଇଥିଲା ମଙ୍ଗଳବାର ତାଙ୍କ ଭବାନୀପାଟଣା ଭଡା ଘରେ ୧୦ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ନୂଆପଡା  ଭିଜିଲାନ୍ସ ଡିଭିଜନ ଟିମ୍ ଯୋଜନା ମୁତାବକ ତାଙ୍କୁ ଧରିଛନ୍ତି

LEAVE A REPLY

Please enter your comment!
Please enter your name here

- Advertisment -

Most Popular