ନୂଆଦିଲ୍ଲୀ: ଦ୍ରୁତ ବୋଲର ବିନୟ କୁମାର କ୍ରିକେଟ୍ର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ଶୁକ୍ରବାର ସେ ସାମାଜିକ ଗଣମାଧ୍ୟମ ସନ୍ନ୍ୟାସ ନେବାର ସୂଚନା ଦେଇଛନ୍ତି। ୩୭ ବର୍ଷୀୟ ଏହି ଦ୍ରୁତ ବୋଲର ୨୦୧୦ରେ ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ରେ ପଦାର୍ପଣ କରିଥିଲେ। ବିନୟ ଟ୍ଵିଟ୍ କରିଛନ୍ତି ଯେ, କ୍ରିକେଟ୍ କ୍ୟାରିୟରରେ ୨୫ ବର୍ଷ ପର୍ୟ୍ୟନ୍ତ ଦୌଡିବା ପରେ ଏବଂ ଅନେକ ଷ୍ଟେସନକୁ ଅତିକ୍ରମ କରିବା ପରେ ଶେଷ ଷ୍ଟେସନ ‘ରିଟାୟରମେଣ୍ଟ’ରେ ପହଞ୍ଚି ଯାଇଛି। ଅନେକ ମିଶ୍ରିତ ଭାବନା ରହିଛି। ମୁଁ ବିନୟ କୁମାର ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ ଓ ଘରୋଇ କ୍ରିକେଟ୍ରୁ ସନ୍ନ୍ୟାସ ଘୋଷଣା କରୁଛି।
Thankyou all for your love and support throughout my career. Today I hang up my boots. 🙏🙏❤️ #ProudIndian pic.twitter.com/ht0THqWTdP
— Vinay Kumar R (@Vinay_Kumar_R) February 26, 2021



Visitors Today : 2
Total Visitors : 130302
Total Views : 9891805
Visitors Online Now : 0