spot_img

ଭାଇରାଲ ନେହାଙ୍କ ହୋଲି ଲୁକ

ଆରମ୍ଭ ହୋଇଛି ହୋଲି ସେଲିବ୍ରେସନ । ଏହା ଭିତରେ ବଲିଉଡ଼ର ଜଣାଶୁଣା ଗାଇକା ନେହା କକ୍କର ନିଜର ହୋଲି ଲୁକ ସେୟାର କରିଛନ୍ତି । ଯାହା ଏବେ ଖୁବ ଭାଇରାଲ ହେବାର ଲାଗିଛି । ନେହା ସୋସିଆଲ ମିଡ଼ିଆରେ ଏକ ଧଳା ରଙ୍ଗର ଡ୍ରେସ ପିନ୍ଧି ଫଟୋ ସେୟାର କରିଛନ୍ତି । ଫଟୋ ସେୟାର କରି ଲେଖିଛନ୍ତି ‘ ହୋଲି ସ୍ପେଶାଲ ‘ । ଏହା ନେହାଙ୍କର ଇଣ୍ଡିଆନ ଆଇଡ଼ଲ୧୨ ମଞ୍ଚର ଦୃଶ୍ୟ । ନେହାଙ୍କର ଏହି ଫଟୋରେ ଶୋର ପ୍ରତିଯୋଗୀ ମାନେ ମଧ୍ୟ ନଜର ଆସୁଛନ୍ତି । ଏଥିରେ ନେହାଙ୍କ ଆଉଟଫିଟ ଦେଖି ତାଙ୍କ ପ୍ୟାନ୍ସମାନେ ଖୁବ ପସନ୍ଦ କରିଛନ୍ତି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular