ବିହାର: ବିହାର ନିର୍ବାଚନର ଆଜି ହେଉଛି ଶେଷ ମତଦାନ । କିଛି ସମୟ ପରେ ସରିବ ବିହାର ବିଧାନସଭା ଭୋଟ । ନଭେମ୍ବର ୧୦ରେ ଆସିବ ଫଳାଫଳ । କିନ୍ତୁ ଏବେଠାରୁ ଏକଜିଟ୍ ପୋଲ ଉପରେ ରହିଛି ସମସ୍ତଙ୍କର ନଜର । ବିଭିନ୍ନ ଗଣମାଧ୍ୟମ ଦ୍ୱାରା କରାଯାଇଥିବା ସର୍ଭେ ଅନୁସାରେ, ବିଜୟୀ ଓ ପରାଜିତ ପ୍ରାର୍ଥୀଙ୍କ ସମ୍ପର୍କରେ ଏଥିରେ ଅନୁମାନ କରାଯିବ । ଏହାକୁ ନେଇ ଏବେଠାରୁ ପ୍ରସ୍ତୁତି ଆରମ୍ଭ ହୋଇ ଗଲାଣି । ଏହାକୁ ନେଇ ସବୁ ରାଜନୈତିକ ଦଳ ଏକପ୍ରକାର ଆଶା ଆଶଙ୍କା ମଧ୍ୟରେ ରହିଛନ୍ତି । ପୂର୍ବରୁ ଏହି ଏକଜିଟ୍ ପୋଲରେ ଯାହା ଅନୁମାନ କରାଯାଇଥାଏ ତାହା ବେଳେ ବେଳେ ସତ ହୋଇଥିଲେ ବି କେବେ କେବେ ଭୁଲ ପ୍ରମାଣିତ ହୋଇଥାଏ ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0