spot_img

ରାସ୍ତା ଉପରେ ହାତ କାଟିଲେ ଯୁବତୀ

ଭୁବନେଶ୍ୱର: ରାଜଧାନୀରେ ଅଭାବନୀୟ ଘଟଣା । ମାଷ୍ଟରକ୍ୟାଣ୍ଟିନ ଛକରେ ଜଣେ ଯୁବତୀ ନିଜ ହାତ କାଟି ଦେଇଛନ୍ତି । ଯୁବତୀ ଜଣଙ୍କୁ ରକ୍ତାକ୍ତ ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛି ଖାରବେଳ ନଗର ଥାନା ପୋଲିସ । ତେବେ ଯୁବତୀ ଜଣଙ୍କ କାହିଁକି ହାତ କାଟିଛନ୍ତି ସେନେଇ ସ୍ପଷ୍ଟ ହୋଇନାହିଁ । । ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ସମ୍ପୃକ୍ତ ଯୁବତୀଙ୍କ ପରିଚୟ ମଧ୍ୟ ମିଳିନି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular