ନୂଆଦିଲ୍ଲୀ: ନୂତନ ବର୍ଷ ପୂର୍ବରୁ କମିଛି ସୁନା ଦର । ୨୮ ଡିସେମ୍ବର ୨୦୨୦ରୁ ୨୦୨୧ ଜାନୁଆରୀ ପହିଲା ମଧ୍ୟରେ ସରକାର ପୁଣି ଥରେ ସୋଭରନ୍ ଗୋଲ୍ଡ ବଣ୍ଡରେ ନିବେଶ କରିବାକୁ ସୁଯୋଗ ଦେଉଛନ୍ତି । କିନ୍ତୁ ଏହି ସୁନାକୁ ଫିଜିକଲ ଭାବେ ଗ୍ରାହକମାନଙ୍କୁ ମିଳିନଥାଏ । ସୁନା ବଣ୍ଡର ଆଗାମୀ କିସ୍ତି ପାଇଁ ୫୦୦୦ଟଙ୍କା ପ୍ରତି ଗ୍ରାମ ପିଛାରେ ବିକ୍ରି କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ରିଜର୍ଭ ବ୍ୟାଙ୍କ ଗୁରୁବାର ଦିନ ଏହି ନିର୍ଦ୍ଦେଶ ଦେଇଛନ୍ତି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0