() ପିପିଲି ଉପନିର୍ବାଚନ ପାଇଁ ଜମୁଛି ପ୍ରଚାର … ୧୭ ତାରିଖରେ ଉପନିର୍ବାଚନ ହେବାକୁ ଥିବାବେଳେ ଗୁରୁବାର ସନ୍ଧ୍ୟାରେ ସରିବ ପ୍ରଚାରଟ୍ଟଟ୍ଟଗତକାଲି ନବୀନ ଭର୍ଚୁଆଲରେ ପ୍ରଚାର କରିଥିବାବେଳେ ଆଜି ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ..
() ଟିକା ଅଭାବରୁ ୧୧ଟି ଜିଲ୍ଲାରେ ଟିକାକରଣ ସମ୍ପୂର୍ଣ୍ଣ ବନ୍ଦଟ୍ଟଟ୍ଟ ୫୦୦ କେନ୍ଦ୍ରରେ ଟିକାକରଣ ଚାଲିଥିବା ବେଳେ ମହଜୁଦ ଅଛି ବର୍ତ୍ତମାନ ୬୧ ହାଜର କୋଭାକ୍ସିନ୍ ଓ ୩ଲକ୍ଷରୁ ଉର୍ଦ୍ଧ୍ବ କୋଭିସିଲଡ … ସେପଟେ ଆଜି ୨ଲକ୍ଷ କୋଭିସିଲଡ଼ ଆସିବା ନେଇ ସୂଚନା ଦେଲେ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ …
() ପଣାସଂକ୍ରାନ୍ତି ପାଳନକୁ ନେଇ ବିଏମସି ପକ୍ଷରୁ ଲାଗିଲା କଟକଣା ଟ୍ଟଟ୍ଟ ମନ୍ଦିରରେ ପୂଜକମାନେ ପୂଜାର୍ଚ୍ଚନା କରିବା ସହ ମନ୍ଦିରରେ ପଣା ପିଇବାକୁ ବାରଣ କରିଛନ୍ତି ବିଏମସି କମିସନର୍ ପ୍ରେମ ଚନ୍ଦ୍ର ଚୌଧୁରୀ … ଅପରପକ୍ଷରେ ରମଜାନ ଲାଗି ବି ଆଜି ସନ୍ଧ୍ୟାରେ ବା ଆସନ୍ତାକାଲି ଲାଗୁ ହୋଇପାରେ କଟକଣା
() ନୂଆପଡ଼ା ଜିଲ୍ଲା ଖଡ଼ିଆଳରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧିକୁ ନେଇ ବଣିକ ସଂଘର ବଡ଼ ନିଷ୍ପତ୍ତିଟ୍ଟ. ଆସନ୍ତା ୧୬ ତାରିଖ ଠାରୁ ୨୪ ତାରିଖ ପର୍ୟ୍ୟନ୍ତ ୯ ଦିନ ପାଇଁ ଦୋକାନ ବଜାର ବନ୍ଦ ଘୋଷଣା କଲା ବଣିକ ସଂଘ… ବଣିକ ସଂଘର ଏହି ନିଷ୍ପତ୍ତିକୁ ସମର୍ଥନ ଜଣାଇ ନିଜେ ଘରେ ରହି ସୁରକ୍ଷିତ ରହିବାକୁ ଆହ୍ୱାନ
() ବଢ଼ି ବଢ଼ି ଚାଲିଛି କରୋନା ମିଟର୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପୁଣି ୧୭୮୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ନୂତନ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୫୩ ହଜାର ୦୮୬ । ସେପଟେ ଆଉ ଦୁଇ ଜଣଙ୍କ ଜୀବନ ନେଲା ମହାମାରୀ କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୯୩୦କୁ ବୃଦ୍ଧି … ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା



Visitors Today : 0
Total Visitors : 130422
Total Views : 9891952
Visitors Online Now : 0