spot_img

ନୂଆବର୍ଷ ପାଳନ ପଡିଲା ମହଙ୍ଗା

ନୂଆବର୍ଷ ପାଳନ କରିବା ପଡିଲା ମହଙ୍ଗା । ଜିନ୍ଦଲ ଟ୍ରାଇକନ କମ୍ପାନୀର ବିଦ୍ୟୁତ ବିଭାଗର ଶ୍ରମିକ ସୁରେନ୍ଦ୍ର କୁମାର ନବ ବର୍ଷ ପାଳନ କରିବାକୁ ଆସି ନରସିଂହପୁର ଦିଅଁଝର ରାସ୍ତାରେ ରେ ମୃତ୍ୟୁ ଘଟିଛି । ମୃତକ ହେଲେ ଛତିଶଗଡ଼ ଅଞ୍ଚଳର ସୁରେନ୍ଦ୍ର । ମୃତକଙ୍କ ଶବ କାନପୁର ମେଡ଼ିକାଲରେ ରହିଥିବା ବେଳେ ଶ୍ରମିକ ସୁରେନ୍ଦ୍ର ଙ୍କ ମୃତ୍ୟୁ କେମିତି ଘଟିଲା । ଏନେଇ କାନପୁର ପୋଲିସ ତଦନ୍ତ ଜାରି ରଖିଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular