spot_img

ଆସନ୍ତା ୩ରୁ ଖୋଲିବ ତାରା ତାରିଣୀ ମନ୍ଦିର

ଗଂଜାମ: କରୋନା କଟକଣା ମଧ୍ୟରେ ରହି ଭକ୍ତମାନେ ମାଙ୍କୁ ଦର୍ଶନ କରିବେ । ଆସନ୍ତା ୩ ତାରିଖରେ ଖୋଲିବ ତାରା ତାରିଣୀ ମନ୍ଦିର । ଜିଲ୍ଲା ପ୍ରଶାସନ ପକ୍ଷରୁ ଏନେଇ ଏସଓପି ଜାରି ହୋଇଛି । ଜିଲ୍ଲାର ଅନ୍ୟ ଧାର୍ମିକ ଅନୁଷ୍ଠାନ ଖୋଲିବା ନେଇ ମଧ୍ୟ ଆସନ୍ତକାଲି ବୈଠକ ହେବ । ଏହାସହ ଜିଲ୍ଲାରେ ଜିରୋ ନାଇଟ ସେଲିବ୍ରେସନ ମଧ୍ୟ ହେବ ନାହିଁ । ଆସନ୍ତା ଡିସେମ୍ବର ୩୧ ଓ ଜାନୁଆରୀ ୧ରେ ପର୍ୟ୍ୟଟକମାନଙ୍କ ନିମନ୍ତେ ବନ୍ଦ ରହିବ ଗୋପାଳପୁର ବେଳାଭୂମୀ । ଯାହାର ସୂଚନା ଦେଇଛନ୍ତି ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular