କଂଗ୍ରେସର ବରିଷ୍ଠ ନେତା ଜନାର୍ଦ୍ଦନ ଦ୍ବିବେଦି ପ୍ରଣବ ମୁଖାର୍ଜୀଙ୍କ ଦେହାନ୍ତରେ ଦୁଃଖ ପ୍ରକାଶ କରି କହିଛନ୍ତି, କଂଗ୍ରେସ ପରମ୍ପରାରେ ଏହି ସମୟରେ ପ୍ରଣବ ମୁଖାର୍ଜୀ ହିଁ ଏକମାତ୍ର ବ୍ୟକ୍ତି ଥିଲେ ଯାହାଙ୍କ ସହ ଇତିହାସ, ସଂସ୍କୃତି ଏବଂ ରାଜନୀତିର ବ୍ୟାପକ ଦିଗ ଉପରେ ଏକ ଦୀର୍ଘ କଥାବାର୍ତ୍ତା ହୋଇପାରୁଥିଲା । ଏହା ଏକ ଅପୂରଣୀୟ କ୍ଷତି । ପ୍ରଣବ ମୁଖାର୍ଜୀଙ୍କୁ ମୋର ବିନମ୍ର ଶ୍ରଦ୍ଧାଞ୍ଜଳି ।



Visitors Today : 0
Total Visitors : 130429
Total Views : 9891960
Visitors Online Now : 0