ବାରଣାସୀ: ବର୍ଷର ପ୍ରଥମ ଦିନରେ ବାରାଣାସୀ ଆସି ମାଆ ଗଙ୍ଗାଙ୍କ ଆରତୀ ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁ । ଗଙ୍ଗା ଆରତୀ ହେଉଛି ଏକ ଦୈନଦିନ ସମ୍ପର୍କ, ଏକ ପରମ୍ପରା ଯାହା ବର୍ଷ ବର୍ଷ ଧରି ଚାଲିଆସୁଛି । ମନ୍ଦିରରେ ଦୈନିକ ପୂଜା ଦାୟିତ୍ୱରେ ଥିବା ଅନେକ ପୂଜାରୀ ବା ପୁରୋହିତମାନେ ଧାଡିରେ ଠିଆ ହୋଇ ଆରତୀ ପ୍ରଦର୍ଶନ କରିଥିଲେ । ଯାହାଦ୍ୱାରା ଗଙ୍ଗା ମାତାଙ୍କୁ ଉତ୍ସର୍ଗ କରାଯାଇ ମହାନ ନଦୀକୁ ଲୋକମାନେ ଉତ୍ସର୍ଗ କରିଥିଲେ । ଅନେକ ସ୍ଥାନୀୟ ପର୍ଯ୍ୟଟକ ଓ ଭାରତର ଅନ୍ୟାନ୍ୟ ସ୍ଥାନରୁ ଆସିଥିବା ପର୍ଯ୍ୟଟକମାନେ ବି ବାରାଣାସୀ ଘାଟରେ ଆଜି ସକାଳେ ୨୦୨୧ ର ପ୍ରଥମ ସୂର୍ଯେ୍ୟାଦୟ ଦେଖିଥିବାର ଦେଖାଯାଇଥିଲା । କୋଭିଡ -୧୯ ମହାମାରୀ ପରିସ୍ଥିତି ଏବଂ ବ୍ରିଟେନର ନୂତନ ଷ୍ଟ୍ରେନକୁ ଦୃଷ୍ଟିରେ ରଖି ଏହି ବର୍ଷ ଅନ୍ୟ ଦେଶରୁ ପର୍ୟ୍ୟଟକମାନେ ସେଠାରେ ନଥିଲେ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0