ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ଶୋକ ପ୍ରକାଶ କରି କହିଛନ୍ତି, ଭାରତୀୟ ରାଜନୀତିର ଏକ ଅଧ୍ୟାୟ ଶେଷ ହେଲା । ସେ ସବୁବେଳେ ଦେଶକୁ ରାଜନୀତି ଉପରେ ରଖିଥାନ୍ତି। ମଧ୍ୟପ୍ରଦେଶବାସୀଙ୍କ ତରଫରୁ ମୁଁ ତାଙ୍କୁ ପ୍ରଣାମ କରୁଛି ।

Visitors Today : 1
Total Visitors : 130167
Total Views : 9891612
Visitors Online Now : 0