ନୂଆଦିଲ୍ଲୀ: ଚୀନର ସୀମା ଉଲ୍ଲଘନ ନୀତି ବିରୁଦ୍ଧରେ ରଣନୀତି ପସ୍ତୁତ ଲାଗି ‘ଟୁ ପ୍ଲସ ଟୁ’ ବାର୍ତ୍ତା ପାଇଁ ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ ପୀମ୍ପିଓ ଭାରତରେ ପହଞ୍ଚିଛନ୍ତି । ତାଙ୍କ ସହ ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ମାର୍କ ଏସ୍ଫର ମଧ୍ୟ ଏହି ବାର୍ତ୍ତା ପାଇଁ ଭାରତ ଆସିଛନ୍ତି । କ୍ଵାଡ ପରେ ଆମେରିକୀୟ ବୈଦେଶିକ ମନ୍ତ୍ରୀଙ୍କ ଭାରତ ଗସ୍ତକୁ ବହୁତ ଗୁରୁତ୍ଵପୂର୍ଣ୍ଣ କୁହାଯାଉଛି। ନୂଆଦିଲ୍ଲୀରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସହିତ ହେବାକୁ ଥିବା ଏହି ବୈଠକ ଐତିହାସିକ ହେବାକୁ ଯାଉଛି।



Visitors Today : 1
Total Visitors : 130170
Total Views : 9891616
Visitors Online Now : 0