ମାଲକାନଗିରି ସ୍ଵାଭିମାନ ଅଞ୍ଚଳ ଗସ୍ତ କଲେ ବିଏସଏଫ ଆଇଜି ମଧୁସୂଦନ ଶର୍ମା। ଗସ୍ତ ଅବସରରେ ଯବାମାନଙ୍କ ସହ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା କରିଛନ୍ତି । ବିଏସଏଫ ଆଇଜିଙ୍କ ଗସ୍ତ ଅବସରେ ସେ ପ୍ରଥମେ ନୂତନ ଭାବେ ନିର୍ମିତ ଟେମୁର ପଲ୍ଲୀ ବିଏସଏଫ କ୍ୟାମ୍ପ ବୁଲିବା ପରେ ଯବାନ ମାନଙ୍କ ସହ ଆଲୋଚନା କରିଛନ୍ତି ।ଏହାସହ ଯବାନମାନଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଥିଲେ। ଏହାପରେ ହନ୍ତାଲଗୁଡା, କର୍ତ୍ତାପଳିଆ ଅଞ୍ଚଳରେ ହେଲିକପ୍ଟରରେ ଉଡାଣ ଭରିଥିଲେ। ମାଲକାନଗିରିରେ ପହଞ୍ଚି ବିଏସଏଫ ଅଧିକାରୀଙ୍କ ସହ ଵୈଠକ କରି ମାଓ ଦମନ ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି।



Visitors Today : 1
Total Visitors : 130424
Total Views : 9891955
Visitors Online Now : 0