() ସାରା ରାଜ୍ୟରେ ଆଜିଠାରୁ କୋଭିଡ ଟିକାର ଡ୍ରାଏ ରନ…. ଓଡିଶାର ୩୦ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ସହ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ପ୍ରସ୍ତୁତ…… ପ୍ରତି ପଏଣ୍ଟରେ ରହିବେ ୫ ଜଣ ଭ୍ୟାକ୍ସିନେଟର….୨୫ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ନେଇ କରାଯିବ ଡମି ଟିକାକରଣ…..
() କାଲିଠୁ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ପାଇଁ ମିଳିବ ଅନୁମତି….. ବ୍ୟବସ୍ଥା ସମୀକ୍ଷା କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ….. କହିଲେ, ଦୈନିକ ୧୭ ହଜାର ଶ୍ରଦ୍ଧାଳୁ କରିପାରିବେ ଦର୍ଶନ…… ଫେବୃଆରୀରୁ କୋହଳ ହେବ କଟକଣା……..
() ବୁର୍ଲା ଆଇଆଇଏମର ସ୍ଥାୟୀ କ୍ୟାମ୍ପସ ପାଇଁ ଆଜି ଭିତ୍ତି ପ୍ରସ୍ତର ସ୍ଥାପନ….. ଭିଡିଓ କନଫରେସିଂ ମାଧ୍ୟମରେ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ…….. ବସନ୍ତପୁରରେ ନିର୍ମାଣ ହେବ ନୂଆ କ୍ୟାମ୍ପସ………..
() ବିଶ୍ୱ ଦେଖିବ କଳାହାଣ୍ଡିର ବଜାସାଲ ନୃତ୍ୟ …. ସାଧାରଣତନ୍ତ୍ର ଦିବସରେ ଦିଲ୍ଲରେ ହେବ ପ୍ରଦର୍ଶିତ…..ଏନେଇ ଆସନ୍ତା କାଲି ପ୍ରତିଭା ଅନୁଷ୍ଠାନର ୮୦ ଜଣିଆ ଡ୍ୟାନ୍ସ ଗ୍ରୁପ କରିବେ ଦିଲ୍ଲୀ ଯାତ୍ରା……. ଇଷ୍ଟଜୋନରୁ ଏକମାତ୍ର ଦଳ ଭାବେ ଏହା ମନୋନୀତ….
() ଆସନ୍ତା ୩ ଦିନ ଯାଏଁ ସ୍ୱାଭାବିକ ରହିବ ତାପମାତ୍ରା…. ୫ ରୁ ବଢିବ ପାରଦ, କମିବ ଶୀତ…. ୩ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ ରାଜ୍ୟର ତାପମାତ୍ରା …….



Visitors Today : 1
Total Visitors : 130301
Total Views : 9891804
Visitors Online Now : 0