ଭୋଗରାଇ: ବାଲେଶ୍ଵର ଜିଲ୍ଲା ଭୋଗରାଇ ଥାନା ପଂତେଇ ଅଞ୍ଚଳରେ ବେଆଇନ ମଦ ବିକ୍ରି କୁ ବାରମ୍ବାର ବିରୋଧ କରିବା ସହିତ ଅବକାରି ବିଭାଗକୁ ଅବଗତ କଲ୍ଲେ ମଧ୍ୟ କୌଣସି ସୁଫଳ ମିଳୁ ନଥିବାରୁ । ଆଜି ସ୍ଥାନୀୟ ଅଞ୍ଚଳର ମହିଳାମାନେ ହାତରେ ଠେଙ୍ଗା ଲାଠି ଧରି ଦୁଇଟି ଚୋରା ମଦ ଭାଟି ଭାଙ୍ଗିବା ସହିତ । ଅବକାରୀ ବିଭାଗର ଏଭଳି ଉଦାସୀନତାକୁ ବିରଧ କରି ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ।



Visitors Today : 1
Total Visitors : 130167
Total Views : 9891612
Visitors Online Now : 1